ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ହେଲା ୪ଟି ବାଇପାସ ସର୍ଜରୀ

ମୁମ୍ବାଇ: ପ୍ରାୟ ୧ମାସ ପରେ ଡାକ୍ତରଖାନାରୁ ଡିସଚାର୍ଜ ହେଲେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର। ଗତ ଜାନୁଆରି ୮ତାରିଖରେ ଛାତିରେ ଯନ୍ତ୍ରଣା ହେବାରୁ ସେ ମୁମ୍ବାଇର ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟ୍ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ତାଙ୍କର ସାମାନ୍ୟ ହୃଦଘାତ ହୋଇଥିବା ଜଣାପଡ଼ିଥିଲା। ତେବେ ୪ଟି ବାଇପାସ ସର୍ଜରୀ ପରେ ଏବେ ସେ ଘରକୁ ଫେରିଛନ୍ତି। ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଏବେ ସୁନୀଲଙ୍କ ସ୍ବାସ୍ଥ୍ୟାବସ୍ଥା ସହ ଜଡ଼ିତ ତଥ୍ୟ ଦେଇଛନ୍ତି। … Continue reading ହାସ୍ୟ ଅଭିନେତା ସୁନୀଲ ଗ୍ରୋଭରଙ୍କ ହେଲା ୪ଟି ବାଇପାସ ସର୍ଜରୀ